Only for Entertainment

ଲ୍ୟାକ୍ମୀ ଫ୍ୟାସନ ୱିକ ୨୦୧୯ରେ ଅନନ୍ୟା ପାଣ୍ଡେଙ୍କ ଜଲୱା, ଡିଜାଇନର ଅର୍ପିତା ମେହତା ଏବଂ ଅନୁଶ୍ରୀ ରେଡ୍ଡୀଙ୍କ ପାଇଁ ହେଲେ ଶୋ’ ଷ୍ଟପର

34

ଡିଜାଇନର ଅର୍ପିତା ମେହତା ଏବଂ ଅନୁଶ୍ରୀ ରେଡ୍ଡୀ ଲ୍ୟାକ୍ମୀ ଫ୍ୟାସନ ୱିକ ୨୦୧୯ରେ ‘ବ୍ଲକବଷ୍ଟର ବ୍ରାଇଡ’ ଥିମରେ ଆଧାରିତ ପୋଷାକ କଲେକ୍ସନକୁ ଲଂଚ କରିଥିଲେ । ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏହି ଦୁଇ ଡିଡାଇନରଙ୍କ ପାଇଁ ଶୋ’ ଷ୍ଟପର ହୋଇ ର‌୍ୟାମ୍ପରେ ଚାଲିଥିଲେ । ଶନିବାର ଲ୍ୟାକ୍ମୀ ଫ୍ୟାସନ ୱିକରେ ନିଜର ବ୍ରାଇଡାଲ କଲେକ୍ସନ ଲେହେଙ୍ଗା, ଗାଉନ, ଅନାରକଲୀ, ଶାଢୀ, ଶରାରା ଏବଂ ଜ୍ୟାକେଟ ପ୍ରଦର୍ଶିତ କରିଥିଲେ ।

ଅନନ୍ୟା ଡିଜାଇନର ଅର୍ପିତାଙ୍କ ପାଇଁ ଗୋଲାପି ରଙ୍ଗର ଲେହେଙ୍ଗା, ଚୋଲୀ ପିନ୍ଧିଥିଲେ । ସେହିପରି ଅନୁଶ୍ରୀ ରେଡ୍ଡୀ ଆଇଭରୀ ଲେହେଙ୍ଗା ପିନ୍ଧି ର‌୍ୟାମ୍ପରେ ଚାଲିଥିଲେ । ଦେଖନ୍ତୁ ଫଟୋ-

 

 

View this post on Instagram

 

Happiness ???

A post shared by Ananya ??? (@ananyapandayteam) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More