Only for Entertainment

ଖୁବଶୀଘ୍ର ଗର୍ଲଫ୍ରେଣ୍ଡ ଦୀବା ଧୱଦଙ୍କୁ ବିବାହ କରିବାକୁ ଯାଉଛନ୍ତି ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୂର !

92

ବଲିଉଡ ଅଭିନେତା ଟ୍ୟାଲେଂଟଡ ଏବଂ ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୂରଙ୍କ କିଛି ଫ୍ୟାନ୍ସ ଏହି ଖବର ଶୁଣିଲେ ଖୁସିରେ ଝୁମି ଉଠିବେ ତ କିଛି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିପାରେ । ମିଳିଥିବା ରିପୋର୍ଟ ମୁତାବକ ଆଦିତ୍ୟ ନିଜ କଥିତ ଗର୍ଲଫ୍ରେଣ୍ଡ ଦୀବା ଧବନଙ୍କୁ ନିର୍ବନ୍ଧ କରିଛନ୍ତି ଏବଂ ୨୦୨୦ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଦୀବାଙ୍କ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ ।

ଆଦିତ୍ୟ ରୟ କପୂର ଖୁବ ସିକ୍ରେଟିଭ ମଣିଷ ଅଟନ୍ତି ଏବଂ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବାକୁ ପସନ୍ଦ କରନ୍ତି ନାହିଁ । ପୂର୍ବ ବର୍ଷ ଖବର ଶୁଣିବାକୁ ମିଳିଥିଲା ଯେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । କରଣଙ୍କ ଚାଟ ଶୋ’ରେ ମଧ୍ୟ ଆଦିତ୍ୟଙ୍କୁ ଦୀବାଙ୍କ ବିଷୟରେ ପଚରାଯିବାରୁ କହିଥିଲେ ସେ କେବଳ ଭଲ ବନ୍ଧୁ ଅଟନ୍ତି ।

 

View this post on Instagram

 

Monday.

A post shared by Diva Dhawan (@diva.dhawan) on


ଏଠାରେ ଆମେ କହି ରଖୁଛୁ ଯେ ଜଣେ ମଡେଲ ହେବା ସହ ଫ୍ୟାଶନ ଷ୍ଟାଇଲିଷ୍ଟ ମଧ୍ୟ ଅଟନ୍ତି । ନ୍ୟୁୟର୍କରେ ଜନ୍ମ ନେଇଥିବା ଦୀବାଙ୍କ ମାତା ପିତା ଭାରତୀୟ ଅଟନ୍ତି । ଦୀବା ଭାରତ ଆସି ଫ୍ୟାଶନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗ୍ରାଜୁଏସନ କରିଥିଲେ । ୧୪ବର୍ଷ ବୟସରେ ମଡେଲିଂଗ ଆରମ୍ଭ କରିଥିବା ଦୀବା ମନୀଷ ମଲହୋତ୍ରା, ତରୁଣ ତହିଲିୟାନୀଙ୍କ ଭଳି ବଡ ବଡ ଡିଜାଇନରଙ୍କ ଶୋ’ରେ ର‌୍ୟାମ୍ପ ୱାକ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More