Only for Entertainment

ରଣବୀରଙ୍କ ଜନ୍ମଦିନ ପାଇଁ କେକ ପ୍ରସ୍ତୁତ କଲେ ଆଲିୟା,ଦେଖନ୍ତୁ ଫଟୋ ।

indiatv
0 36

ରଣବୀର ଏବଂ ଆଲିୟାଙ୍କ ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ଯଦିଓ ଦୁଇ ଜଣଙ୍କ ସଂପର୍କକୁ ନେଇ ଏପର୍ଯ୍ୟନ୍ତ ଅଫିସିଆଲ ଘୋଷଣା ହୋଇନାହିଁ,ତଥାପି ଦୁଇ ଜଣ ସମସ୍ତଙ୍କ ସାମ୍ନାରେ ଏକାଠି ସମୟ ସେୟାର କରୁଥିବା ଦେଖିବାକୁ ମିଳିଛି । ଦୁି ଜଣଙ୍କ ସଂପର୍କ ପ୍ରାୟ ୧ ବର୍ଷ ହୋଇଗଲାଣି ।

 

View this post on Instagram

 

Relationship Goals ? : Alia Bhatt bakes a Vanilla Sponge Cake for Bae Ranbir Kapoor for RK’s birthday. @InstantBollywood

A post shared by Instant Bollywood (@instantbollywood) on

ମିଡିଆ ରିପୋର୍ଟ ଅନୁସାରେ ଏହି ଚକଲେଟ ବଏ ନୂଆ ବର୍ଷ ଦିନ ଆଲିୟାଙ୍କୁ ପ୍ରପୋଜ କଲେ ଏବଂ ଆଲିୟା ରାଜି ମଧ୍ୟ ହୋଇଗଲେ । ତେଣୁ ଦୁଇ ଜଣ ପବ୍ଲିକ ସାମ୍ନାକୁ ଆସିବାକୁ କେବେ ମଧ୍ୟ ସଙ୍କୋଚ ଅନୁଭବ କରନ୍ତି ନାହିଁ । ଶୁକ୍ରବାରକୁ ରଣବୀରଙ୍କ ଜନ୍ମଦିନ ଥିଲା ଏବଂ ଆଲିୟା ତାଙ୍କ ପାଇଁ କେକ ପ୍ରସ୍ତୁତ କରିଥିଲେ । ଯାହାର ଫଟୋକୁ ଆଲିୟାଙ୍କ ଫ୍ୟାନ ପେଜ ଦ୍ୱାରା ସେୟାର କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More