Only for Entertainment

ଅଷ୍ଟ୍ରେଲିୟା ବଏଫ୍ରେଣ୍ଡଙ୍କ ସହିତ ଡିନର ଡେଟ ପରେ ସ୍ପଟ ହେଲେ ଇଲିୟାନା ଡିକ୍ରୁଜ ।

indiatv
0 33

ବଲିଉଡ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ଶେଷ ଥର ପାଇଁ ଫିଲ୍ମ ରେଡ୍ ରେ ନଜର ଆସିଥିଲେ । ଏହାପରେ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ପାଇ ନାହାଁନ୍ତି ଦର୍ଶକ । ନିକଟରେ ଗୁରୁବାରକୁ ଅଷ୍ଟ୍ରେଲିଆ ବଏଫ୍ରେଣ୍ଡ ଆଣ୍ଡ୍ରିୟୁ ନିବୋନଙ୍କ ସହିତ ସ୍ପଟ ହୋଇଛନ୍ତି । ସେମାନେ ବାନ୍ଦ୍ରା ଠାରେ ସ୍ପଟ ହୋଇଥିଲେ ।

ଏହା କୁହାଯାଇପାରେଯେ ଇଲିୟାନା ସିକ୍ରେଟ ଭାବରେ ବଏଫ୍ରେଣ୍ଡଙ୍କ ସହିତ ସଂପର୍କରେ ଅଛନ୍ତି ।

ଗତ ଏପ୍ରିଲରେ ଇଲିୟାନ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆରେ ଖେଳି ଯାଇଥିଲା,କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହି କଥାରେ ପୂର୍ଣ୍ଣଛେଦ ଦେଇ ଏହାକୁ ମିଛ ବୋଲି ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More