Only for Entertainment

ସୋସିଆଲ ମିଡିଆରେ ଫସିଲେ ଟାଇଗର ଜିନ୍ଦା ହୈର ନିର୍ଦ୍ଦେଶକ ଅଲ୍ଲି ଅବାସ ଜଫର ।

catch news
0 50

ସଲମାନଙ୍କ ସୁପରହିଟ ଫିଲ୍ମ ଟାଇଗର ଜିନ୍ଦା ହୈର ନିର୍ଦ୍ଦେଶକ ଅଲ୍ଲି  ଅବାସ ଜଫରଙ୍କ ଫେସବୁକ ଆକାଉଂଟ ହ୍ୟାକ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଂଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ସ୍ନାପ ଚାଟରେ ନଥିବା କଥା ମଧ୍ୟ କହିଛନ୍ତି ।

 

ଅଲ୍ଲି ଲେଖିଛନ୍ତିଯେ ଯଦି ତାଙ୍କ ଆକାଉଂଟରୁ କେହି ସ୍ନାପ ଚାଟ କରୁଛି ତେବେ ସେଥିରୁ ଦୂରରେ ରୁହନ୍ତୁ । ତାଙ୍କର ସ୍ନାପ ଚାଟରେ କୌଣସି ଆଇଡି ନଥିବା କଥା ସେ କହିଛନ୍ତି ।

ଅଲ୍ଲିଙ୍କ ଟାଇଗର ଜିନ୍ଦା ହୈ ବକ୍ସ ଅଫିସରେ ଖୁବ ନାମ କମାଇଥିଲା । କେବଳ ସେତିକି ନୁହେଁ ବରଂ ଫିଲ୍ମ ଦମଦାର ନାମ କମାଇବା ସହିତ ଖୁବ ରୋଜଗାର କରି ସମସ୍ତ ରେକର୍ଡ଼ ମଧ୍ୟ କାଟିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More