Only for Entertainment

ଭାଇରାଲ ହେଲା ଅନୁଭବ ମହାନ୍ତିଙ୍କ ରୋଷେଇ ଭିଡ଼ିଓ ।

youtube
0 94

ଅନୁଭବ ମହାନ୍ତିଙ୍କୁ ନେଇ ରାଜନୈତିକ ହେଉ କିମ୍ବା ଫିଲ୍ମ ସମ୍ବଦ୍ଧୀୟ ଖବର ଶୁଣିବାକୁ ମିଳେ । ନିକଟରେ ତାଙ୍କର ଏକ ସାଉଥ ଲୁକକୁ ମଧ୍ୟ ଖୁବ ଚର୍ଚ୍ଚା ଚାଲିିଥିଲା ।କେବଳ ସେତିକି ନୁହେଁ ବରଂ ବର୍ଷାଙ୍କ ସହିତ ଦିଲ୍ଲୀରେ ବାହୁଡ଼ା ଦେଖିବାର ଭିଡ଼ିଓକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ ନିକଟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଅନୁଭବ ନିଜେ ରୋଷେଇ କରିବାର ନଜର ଆସିଛନ୍ତି । ଏହା ମାଧ୍ୟମରେ ସେ ଲୋକଙ୍କୁ ହେଲଦୀ ଖାଇବା ସହିତ ହେଲଦୀ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସବୁଠାରୁ ମଜାଦାର କଥା ହେଉଛି ଓଡ଼ିଆ ଭାଷାକୁ ଇଂରାଜୀ ଭଳି କହିଛନ୍ତି ଏହି ସୁପରଷ୍ଟାର । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More