Only for Entertainment

ଚର୍ଚ୍ଚାରେ ଅଭିନେତ୍ରୀ କିମ୍ ଶର୍ମା ପଲଟନ୍ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ଲୁଚାଛପା ପ୍ରେମ !

bollywoodlife
0 67

ମୋହବତେଁ ସିନେମାରେ ଡେବ୍ୟୁ କରିଥିବା ଅଭିନେତ୍ରୀ କିମ୍ ଶର୍ମା ଆଜିକାଲି ବେଶ ଚର୍ଚ୍ଚାରେ । ଶୁଣିବାକୁ ମିଳିଛି ଏହି ଅଭିନେତ୍ରୀ ଏବେ ଲୁଚାଛପା ଭାବେ ପଲଟନ୍ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କୁ କରୁଛନ୍ତି ଡେଟ୍ । ଦୁହିଁଙ୍କୁ ଏକାଠି ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଶୁଣିବାକୁ ମିଳୁଛି, ଜଣେ କମନ୍ ଫ୍ରେଣ୍ଡ ଜରିଆରେ ଏହି ଷ୍ଟାର୍ ଦ୍ୱୟ ପ୍ରଥମେ ପରସ୍ପରକୁ ଭେଟିଥିଲେ ।

ଏହାପରେ ଦୁହେଁ ସେବେଠାରୁ ପରସ୍ପରକୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି । କିମ୍ ଶର୍ମା ପୂର୍ବରୁ କ୍ରିକେଟର୍ ୟୁବରାଜ ସିଂଙ୍କୁ କରୁଥିଲେ ଡେଟ୍ । ଏହାପରେ କେନିଆର ବିଜନେସ୍ ମାନ୍ ଅଲ୍ଲି ପଂଚାନିଙ୍କୁ ୨୦୧୦ରେ କରିଥିଲେ ବିବାହ । ପରେ ଦୁହିଁଙ୍କର ହୋଇଥିଲା ବିଚ୍ଛେଦ । ଏବେ ଏହି ସୁନ୍ଦରୀ ହର୍ଷବର୍ଦ୍ଧନଙ୍କୁ ଡେଟ୍ କରିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More