Only for Entertainment

ଆଭେଂଜର୍ସ: ଏଣ୍ଡ ଗେମ ଟ୍ରେଲର କଲା ଫ୍ୟାନ୍ସଙ୍କୁ ଉତ୍ସାହିତ, ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଏଭଳି ରିଆକ୍ସନ !

20

ମାର୍ବଲ ଷ୍ଟୁଡିଓର ବହୁଚର୍ଚ୍ଚିତ ଫିଲ୍ମ ଆଭେଂଜର୍ସର ଚତୁର୍ଥ ସିକ୍ୱେଲ ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ଦର୍ଶକ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ୭ଡିସେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମର ସିକ୍ୱେଲ ନାଁ ରହିଛି ‘ଆଭେଂଜର୍ସ ଏଣ୍ଡ ଗେମ୍’ । ଟ୍ରେଲର ରିଲିଜ ହେଉ ହେଉ ଦର୍ଶକଙ୍କୁ ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ ଏହା କିଛି ମିନିଟ ମଧ୍ୟରେ ଟ୍ରେଣ୍ଡ ହେବାରେ ଲାଗିଛି ।

ଟ୍ରେଲରର ସିରିଜରେ ମୁଖ୍ୟ ଭୂମିକା ତୁଲାଉଥିବା କ୍ୟାପଟେନ ଆମେରିକା ଭୂମିକାରେ ନଜର ଆସିଥିଲେ ଅଭିନେତା କ୍ରିସ ଇବାଂସଙ୍କ ଠାରୁ ଆରମ୍ଭ କରି ଥର ପର୍ଯ୍ୟନ୍ତ । ଟ୍ରେଲରରେ ସବୁ ଭୂମିକା ଭିନ୍ନ ଭିନ୍ନ ଅନ୍ଦାଜର ନଜର ଆସିଛନ୍ତି । ଟ୍ରେଲର ଦେଖି ସୋସିଆଲ ମିଡିଆରେ ପ୍ରତିକ୍ରିୟାର ସୁଅ ଛୁଟିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More