Only for Entertainment

ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟର ନିର୍ଣ୍ଣୟକୁ ବଲିଉଡ କଲା ସ୍ୱାଗତ, ପଢନ୍ତୁ ସେଲିବ୍ରିଟିଙ୍କ ଟ୍ୱିଟସ୍

latestly
22

ଲମ୍ବା ସମୟରୁ ଚାଲିଥିବା ଅଯୋଧ୍ୟା ବିବାଦ ଉପରେ ଆଜି ସୁପ୍ରିମ କୋର୍ଟ ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ନିଜ ରାୟରେ ରାମ ଜନ୍ମଭୂମିକୁ ନ୍ୟାୟ ଦେବାର ନିର୍ଣ୍ଣୟ ନେଇଥିଲେ । ଏହାକୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି ।

ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଅନୁପମ ଖେର, ଫରହାନ ଅଖତର ସମେତ ଅନ୍ୟ ସେଲିବ୍ରିଟି ମାନେ ଟ୍ୱିଟରରେ ମାମଲାକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହା ସହିତ ସେଲିବ୍ରିଟିମାନେ ମଧ୍ୟ ନିଜର ଫଲୋୟର୍ସଙ୍କୁ ବିନତି କରି କହିଛନ୍ତି କୋର୍ଟର ନିର୍ଣ୍ଣୟକୁ ସ୍ୱାଗତ ଜଣାନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ ।

ନଜର ପକାନ୍ତୁ ସେଲିବ୍ରିଟିଙ୍କ ଟ୍ୱିଟ ଉପରେ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More