Only for Entertainment

ବିଗ ବସ ୧୧ ପରେ ହୀନାଙ୍କୁ ଦେଖାକଲେ ସପନା,ସେୟାର କଲେ ଫନି ଭିଡିଓ ।

aajtak
0 43

ବିଗ ବସ ୧୧ ସମାପ୍ତ ହେବାର ବହୁ ଦିନ ପରେ ସପନା ଚୌଧରୀ ଏବଂ ହିନାଙ୍କର ସାକ୍ଷାତ ହୋଇଛି । ଏହା ଦ୍ୱାରା ଦୁଇଜଣଙ୍କ ମଧ୍ୟରେ ସ୍ନାପ ଚାଟ ହୋଇଛି । ହୀନା ସପ୍ନାଙ୍କ ସହିତ ଏକ କ୍ୟୁଟ ସ୍ନାପ ଚାଟ ପ୍ରସ୍ତୁତ କରିଛନ୍ତି । ଯାହାକୁ ସୋସିଆଲ ମିଡିଆରେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଦେଖନ୍ତୁ ଭିଡିଓ ।

ସପ୍ନା ଏବେ ତାଙ୍କ ଷ୍ଟେଜ ଶୋ’ରେ ଖୁବ ବ୍ୟସ୍ତ ରହୁଛନ୍ତି । ଏହା ସହିତ ଗ୍ଲାମର ୱାର୍ଲଡରେ ମଧ୍ୟ ସେ ପବେଶ କରି ସାରିଛନ୍ତି । ସେ କେତେକ ବଲିଉଡ ଫିଲ୍ମରେ ଆଇଟମ ଗୀତରେ ନାଚ କରୁଥିବା ନଜର ଆସିଛି । ଅନ୍ୟ ପକ୍ଷେ ହୀନାଙ୍କ ରକି ପ୍ରପୋଜ କରିଛନ୍ତି ଏବଂ ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More