Only for Entertainment

ରିିସେପସନ ପୂର୍ବରୁ ନୁସରତ ଜହାଁ ଶେୟାର କଲେ କାତିଲାନାଭରା ଅନ୍ଦାଜ ଫଟୋ !

41

ଲୋକସଭା ନିର୍ବାଚନ ୨୦୧୯ରେ ଅନେକ ଏଭଳି ନୂଆ ଚେହେରା ଦେଖିବାକୁ ମିଳିଛି ଯେଉଁମାନେ ନିଜ ରାଜନୀତିର ଆରମ୍ଭରେ ହିଁ ବଡ ଜିତ ହାସିଲ କରିଛନ୍ତି । ସେମାନଙ୍କ ତାଲିକା ମଧ୍ୟରେ ଜଣେ ହେଉଛନ୍ତି ନୁସରତ ଜହାଁ । ତୃଣମୂଳ କଂଗ୍ରେସ ସିଟରେ ନୁସରତ ଲୋକସଭା ନିର୍ବାଚନ ଲଢି ଜିତିଥିଲେ ନୁସରତ ଜହାଁ । ନିର୍ବାଚନ ପରେ ୧୯ଜୁନରେ ନିଖିଳ ଜୈନ ତୁର୍କି ସ୍ଥିତ ଇସ୍ତାନବୁଲରେ ହିନ୍ଦୁ ରୀତିନୀତି ପାଳନ କରି ବିବାହା କରିଥିଲେ ।

କେବଳ ସେତିକି ନୁହେଁ , ସେ ୨୧ଜୁନରେ ଖ୍ରୀଷ୍ଟଧର୍ମ ପରମ୍ପରାରେ ମଧ୍ୟ ବିବାହ କରିଥିଲେ । ବିବାହ ପରେ ନୁସରତ ଆଜି ରିସେପସନ ପାର୍ଟି ରଖିଛନ୍ତି, ଯେଉଁଠି ଆଜି ସାରା ଦେଶର ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗ ଦେବେ । ମାତ୍ର ରିସେପସନ ପୁର୍ବରୁ ନୁସରତ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Pic courtesy @sandip3432 costume @shantanunikhil shoot for @t2telegraph hair and make up by @sahababusona styled by @sandip3432 yet again

A post shared by Nusrat (@nusratchirps) on


ନୁସରତ ନିଜ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ଭ୍ୟୁୟର୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More