Only for Entertainment

ଅଙ୍ଗୁରୀ ଭାଉଜଙ୍କ ସ୍ୱାମୀଙ୍କୁ କଷ୍ଟ ଲାଗେ ଏହି କାମ ।

Charmboard
0 38

ଆଣ୍ଡ ଟିଭିର ହିଟ ଶୋ ‘ଭାବିଜୀ ଘର ପର ହୈ’ର ଅଭିନେତା ମନମୋହନ ତିୱାରୀ ବା ରୋହିତାଶା ଗୌଡ଼ କହିଛନ୍ତିଯେ ତାଙ୍କୁ କେଉଁ କାମ କରିବାକୁ କଠିନ ଲାଗେ । ଅଭିନେତାଙ୍କ କହିବା ଅନୁସାରେ ସେ ତାଙ୍କ ପତ୍ନୀକୁ ରୋଷେଇରେ ସାହାଯ୍ୟ କରିବାକୁ ଚାହାଁନ୍ତି କିନ୍ତୁ ତାଙ୍କୁ ଏହି କାମ ଖୁବ କଷ୍ଟ ଲାଗେ ।

ରୋହିତାଶାଙ୍କ କହିବା ଅନୁସାରେ ସୁଟିଂରେ ବ୍ୟସ୍ତ ରହୁଥିବା ହେତୁ ସେ ତାଙ୍କ ପରିବାରକୁ ଅଧିକ ସମୟ ଦେଇପାରନ୍ତି ନାହିଁ । ତେଣୁ ଫ୍ରି ସମୟରେ ସେ ଘର ଥିଲେ ପତ୍ନୀ ରେଖାଙ୍କୁ ରୋଷେଇରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ।

ରୋହିତାଶାଙ୍କ କହିବା ଅନୁସାରେ ଲୋକମାନେ ତାଙ୍କ ପରିବାରର ମହିଳା ସଦସ୍ୟଙ୍କୁ କାମରେ ସାହାଯ୍ୟ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More