Only for Entertainment

ଭୋଜପୁରୀ ରାପରଙ୍କ ଆଗେ ବାଦଶାହ ଏବଂ ହନି ସିଂ ଫେଲ, ୟୁଟ୍ୟୁବରେ ହେଲେ ସୁପରହିଟ !

youtube
0 40

ଦେଶର ପ୍ରସିଦ୍ଧ ରାପର ବାଦଶାହ-ହନି ସିଂଙ୍କର ବଲିଉଡ ଏବଂ ପଂଜାବୀ ରାପ ସଙ୍ଗୀତ ଆସିବା ସମସ୍ତେ ଦିୱାନା ହୋଇଯାଆନ୍ତି । କେବଳ ସେତିକି ନୁହେଁ କିଛି ଘଂଟା ମଧ୍ୟରେ ଏବେ ପୁପଲାର ହୋଇଯାଏ ଯେ ଏହି ଗୀତ ଟ୍ୱିଟର ଏବଂ ୟୁଟ୍ୟୁବରେ ମଧ୍ୟ ଟ୍ରେଣ୍ଡ ହୋଇଯାଏ । ଏବେ ନୂଆ ଅନ୍ଦାଜରେ ଭୋଜପୁରୀର ଏକ ରାପର ଭାଇରାଲ ହେବାରେ ଲାଗିଛନ୍ତି । ଏହି ରାପର ଜଣକ କାହା ଠାରୁ କମ ନୁହନ୍ତି । ଦେଖନ୍ତୁ ଭିଡିଓ-

ଏମି କାଙ୍ଗ ନାମକ ରାପର ଏହି ଗୀତ ‘ପ୍ୟାର କରେ କାର ମେଁ..’ଯାହା ଟାଇଟଲ ରହିଛି ଲଭ ଚାନ୍ସ । ଏହାକୁ ୟୁଟ୍ୟୁବର ୱେବ ମ୍ୟୁଜିକରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More