Only for Entertainment

ଯେତେବେଳେ ହରିୟାଣା ଡାନ୍ସର ସପନା ଗାଇଲେ ଭୋଜପୁରୀ ଅଭିନେତା ଖେସରୀଲାଲ ଯାଦବଙ୍କ ଗୀତ ‘ଠିକ ହେ’ , ତା’ପରେ କଣ ହେଲା ଦେଖନ୍ତୁ !

47

ଜନ୍ମଦିନରେ ସୁଷ୍ମିତାଙ୍କ ସହ କିଛି ଏଭଳି ନାଚିଲେ ଦବଙ୍ଗ ଖାନ, ଦେଖନ୍ତୁ ଭିଡିଓ !ହରିୟାଣା ଡାନ୍ସର ତଥା ସିଙ୍ଗର ସପନା ଚୌଧୁରୀ ନିଜ ହରିୟାଣା ଅନ୍ଦାଜରେ ଲୋକଙ୍କୁ ଦିୱାନା ତ ବନାନ୍ତି କିନ୍ତୁ ନିକଟରେ ସେ ଭୋଜପୁରୀ ଦର୍ଶକଙ୍କ  ମନ ମଧ୍ୟ କିଣି ନେଇଛନ୍ତି । ଆଜ୍ଞା ହଁ ସପନା  ନିକଟରେତାଙ୍କର ଏକ ଇଭେଂଟ ପାଇଁ ବିହାର ଯାଇଥିଲେ , ଏବଂ ସେଠାରେ ସେ ଭୋଜପୁରୀ କହି ସମସ୍ତଙ୍କୁ ହୃଦୟ ଜିତିଥିଲେ ।

ସପନାଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସପନା ଭୋଜପୁରୀ ଅନ୍ଦାଜରେ କଥା ହୋଇ ଦର୍ଶକଙ୍କ ମନ କିଣିଥିଲେ ଏବଂ ତାଙ୍କର ଏହି ଅନ୍ଦାଜରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଭିଡ ଖୁବ ତାଳି ମାରିବ ସହ ସିଟି ମଧ୍ୟ ବଜାଇଥିଲେ । ଦେଖନ୍ତୁ ଭିଡିଓ-

ଏହି ଭିଡିଓରେ ସପନା କହିଛନ୍ତି ଯେ , କ୍ୟା ସୋଚ ରହେ ହୋ, ବୁଡବକ ସମଝେ ହୋ କା ?ଏହାପରେ ସେ ଖେସରୀ ଲାଲଙ୍କ ଗୀତ ‘ଠିକ ହେ’ ଗାଇ ଦର୍ଶକଙ୍କୁ ଶୁଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More