Only for Entertainment

ଜୀବନ ବଦଳାଇଲା ବିଗବସ, ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ୱେବସିରିଜରେ ନଜର ଆସିବେ ସୋମି ଖାନ୍?

64

ବିଗବସ ୧୨ରେ ଲାଇମଲାଇଟକୁ ଆସିଥିବା ସୋମି ଖାନ ଖୁବଶୀଘ୍ର ଅଭିନୟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ନୂଆ ରିପୋର୍ଟସ ଅନୁସାରେ ସୋମି ନେଟଫ୍ଲିକ୍ସର ୱେବସିରିଜ ନ୍ୟାୟ-ଦ ଜଷ୍ଟିସ କଲ’ରେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ୱେବସିରିଜରେ ସୋମି ଏକ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

 

 

View this post on Instagram

 

?

A post shared by SOMI KHAN (@somikhan_ks) on


ସ୍ପଟବଏର ରିପୋର୍ଟ ଅନୁସାରେ ଏହି ୱେବସିରିଜରେ ସୋମି ଏକ ଭିକ୍ଟିମ ଚରିତ୍ରରେ ନଜର ଆସିବେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିଯେ ସୋମିଙ୍କ ଏହି ପ୍ରଥମ ୱେବସିରିଜର ସୁଟିଂ ଆରମ୍ଭ ହୋଇ ସାରିଛି । ସୋମି ତାଙ୍କର ପ୍ରଥମ ୱେବସିରିଜକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏହି ୱେବସିରିଜରେ ସୋମିଙ୍କ ସହିତ ଶକ୍ତି କପୂର,ଜୟା ପ୍ରଦା, ଅମର ଉପାଧ୍ୟାୟ ଏବଂ କିଂଶୁକ ମହାଜନ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More