Only for Entertainment

ହସ୍ପିଟାଲରେ ଆଡମିଟ ହୋଇଥିବା ବିପାଶା ସେୟାର କଲେ ଫଟୋ,ଫ୍ୟାନ୍ସ କହିଲେ ଗେଟ ୱେଲ ଶୁନ ।

aajtak
0 45

ବିପାଶା ବସୁ କିଛି ଦିନ ହେବ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ ମୁମ୍ବାଇର ହିନ୍ଦୁଜା ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏବେ ଅଣ୍ଡର ଅବଜର୍ଭେସନରେ ରଖାଯାଇଛି । ତେବେ ହସ୍ପିଟାଲରେ ବେଡରେ ଶୋଇ ବିପାଶା ଫନି ଫଟୋ ସେୟାର କରିଛନ୍ତି । ତାହା ସହିତ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।

ବିପାଶ କିଛି ଦିନ ହେବ ହିନ୍ଦୁଜା ହେଲଥ କେୟାରକୁ ଭିଜିଟ କରୁଥିଲେ । କିନ୍ତୁ ଚର୍ଚ୍ଚା ହେଉଥିଲାଯେ ସେ ଗର୍ଭବତୀ ଥିଲେ । ତେବେ ବାସ୍ତବ କଥା ଏବେ ଜଣାପଡ଼ିଛି । ସେ ଶ୍ୱାସ ସମସ୍ୟାରେ ପିଡ଼ିତ ।

This is what happens when the younger sister @vi_basu is on hospital duty ??

A post shared by bipashabasusinghgrover (@bipashabasu) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More