Only for Entertainment

‘ନାଚ କେ ପାଗଲ’ ପାଇଁ ଟ୍ରୋଲ ହେଲେ ଢିଂଚକ ପୂଜା, ୟୁଜର କହିଲେ ଆତ୍ମହତ୍ୟା କରିବାର ଟାଇମ ଆସିଗଲା

Laughing Colours
85

ସୋସିଆଲ ମିଡିଆ ରାତା ରାତି ଅନେକ ଲୋକଙ୍କୁ ଷ୍ଟାର ବନାଇ ଦେଇଛି । ସେମାନଙ୍କ ମଧ୍ୟରେ ଢିଂଚକ ପୂଜାଙ୍କ ନାମ ମଧ୍ୟ ସାମିଲ ରହିଛି । ନିଜର ଅଜିବ ଗୀତ ଗୁଡିକ ପାଇଁ ପୂଜା ଅନେକ ରେକର୍ଡ କରିଛନ୍ତି ଏବଂ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଇତି ମଧ୍ୟରେ ପୂଜା ପୁଣିଥିରେ ସୋସିଆଲ ମିଡିଆକୁ ଫେରିଛନ୍ତି ନିଜର ନୂଆ ଗୀତ ‘ନାତ କେ ପାଗଲ’ ସହିତ ।

‘ସେଲ୍ଫି ମେନେ ଲେ ଲିଆ’, ‘ଦିଲୋ କା ସ୍କୁଟର’ ଏବଂ ‘ସ୍ୱାଗ ବାଲେ ଟୋପି’ ପରେ ଏବେ ପୂଜା ‘ନାଚ କେ ପାଗଲ’ ସହିତ ଫେରିଛନ୍ତି । ପୂଜାଙ୍କ ପୁରୁଣା ଗୀତ ପରି ଏହି ଗୀତ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଏହି ଗୀତ ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି ।

ପୂଜାଙ୍କ ଏହି ଗୀତକୁ ନେଇ ଲୋକେ ଏବେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More