ୠତୁର ପରିବର୍ତ୍ତନ ଯୋଗୁଁ ନୁହେଁ ବରଂ ଏହି କାରଣରୁ ଧରିଥାଏ ଥଣ୍ଡା…
ଆମ ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବର୍ଷକର ୧୦ ମାସ ଥଣ୍ଡାରେ ପୀଡିତ ହୋଇଥାନ୍ତି। ଯଦି ଆପଣ ଭାବୁଥିବେ ଯେ ଋତୁର ପରିବର୍ତ୍ତନ ହେତୁ ଏମିତି ଘଟୁଛି,ତେବେ ତାହା ଭୁଲ୍। ଆସନ୍ତୁ ଜାଣିବା ଏଭଳି ଘଟିବା ପଛର ପ୍ରକୃତ କାରଣ ପ୍ରଥମ କାରଣ ହେଲା ହାତ ନ ଧୋଇବା। ଖାଇବା ପୂର୍ବରୁ,ପରେ,ଟଏଲେଟ୍ ଯିବା ପରେ, ଯଦି ହାତକୁ ଭଲ ଭାବେ ନ ଧୁଅନ୍ତି,ତେବେ ଦେହରେ ଥଣ୍ଡା ଧରିପାରେ।