Only for Entertainment

ଆଲୋକନାଥ ଏବଂ ସାଜିଦ ଖାନଙ୍କ ମାମଲାରେ ସିନେ ସଙ୍ଗଠନ ଆଗାମୀ ସପ୍ତାହରେ ନେବ ନିଷ୍ପତ୍ତି ।

zee news
27

ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପପ୍ଲାଇଜ ଏବଂ ଏହା ସହ ଜଡିତ ଅନୁସାଙ୍ଗିକ ସଙ୍ଗଠନ ଇଣ୍ଡିଆନ ଫିଲ୍ମ ଆଡ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ, ନିର୍ଦ୍ଦେଶ ସାଜିଦ ଖାନ ଏବଂ ଅଭିନେତା ଆଲୋକ ନାଥଙ୍କ ଉପରେ ଲାଗିଥିବା ଯୌନ ଶୋଷଣର ଆରୋପ ଉପରେ ଏକ ସପ୍ତାହ ଭିତରେ ନିଷ୍ପତ୍ତି ନେବେ । ଫେଡରେଶନର ଅଧ୍ୟକ୍ଷ ଅଶୋକ ପଣ୍ଡିତ କହିଛନ୍ତି ଯେ,ତାଙ୍କ ପାଖରେ ସାଜିଦ ଖାନ ଏବଂ ବନିତା ନନ୍ଦାଙ୍କ କେସ ରହିଛି ଏବଂ ତାହା ଉପରେ ଆମେ ବିଚାର କରୁଛୁ ।

ସେ କହିଛନ୍ତି, ସାଜିଦଙ୍କ ମାମାଲାରେ ଆମେ ଦୁଇ ପକ୍ଷକୁ ଶୁଣିଛୁ । ଏକ ସପ୍ତାହ ଭିତରେ ବୈଠକ ବସିବ ଏବଂ କ’ଣ ନିଷ୍ପତ୍ତି ନିଆଯିବ ତାହା ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯିବ । ସେହିପରି ଆଲୋକ ନାଥଙ୍କ ମାମଲାରେ ମଧ୍ୟ ଏକ ସପ୍ତାହ ଭିତରେ ନିଷ୍ପତ୍ତି ନିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More