Only for Entertainment

ଅଭିନେତା ଝିଅଙ୍କ ଭଳି ଅଂଟା ଭାଙ୍ଗି କଲେ ଡାନ୍ସ . ଲେଖିଲେ ଏହା ଏତେ ସହଜ ନୁହେଁ !

15

ବରୁଣ ଧୱନ ବିଟାଉନର ସବୁଠାରୁ ମଜାଦାର ଅଭିନେତା ଅଟନ୍ତି । ସିରିଅସ ହେବା ସହ ଏହି ଅଭିନେତା ଖୁବ ମସ୍ତି ମଧ୍ୟ କରନ୍ତି, ଯାହାର ଝଲକ ତାଙ୍କ ସୋସିଆଲ ମିଡିଆ ଅକାଉଂଟରେ ଦେଖିବାକୁ ମିଳିଛି । ଏବେ ବରୁଣ ତାଙ୍କ ଡାନ୍ସ ଅଭ୍ୟାସ ସହ ଜଡିତ ଏକ ଭିଡିଓ ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି । ଯେଉଁଥିରେ ସେ ହିପ-ହପ୍ ଡାନ୍ସ ଛାଡି ଝିଅଙ୍କ ଭଳି ଅଂଟା ଭାଙ୍ଗି ଚାଲୁଥିବାର ନଜର ଆସିଛନ୍ତି । ଶେୟାର ହୋଇଥିବା ଏହି ଭିଡିଓରେ ବରୁଣଙ୍କ ସହ ଅନ୍ୟ ଡାନ୍ସର ତଥା କୋରିଓଗ୍ରାଫର ମଧ୍ୟ ପ୍ରାକ୍ଟିସ କରୁତିବାର ନଜର ଆସିଛନ୍ତି । ଏହାସହ ସେ ଅଂଟା ଭାଙ୍ଗି ଷ୍ଟେପ କରୁଥିବାର ଦେଖିବାକୁ ମିଳିଛନ୍ତି । ଷ୍ଟେପ କରୁଥିବା ସମୟରେ ବରୁଣଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ।

ଏହି କ୍ଲିପ ଶେୟାର କରି ବରୁଣ ଲେଖିଛନ୍ତି ଯେ ଏହି ଷ୍ଟେପ ଦେଖିବାକୁ ଅତି ସହଜ ମାତ୍ର ଏହା ଏତେ ସହଜ ନୁହେଁ । ଏହାସହ ୰ଉକ୍ଟକ୍ଟକ୍ଷସରଦ୍ଭକ୍ଟ୧ ମଧ୍ୟ ବ୍ୟବହାର କରିଛନ୍ତି ଯେ ଯାହା ଅନୁମାନ ହେଉଛି ଏହି ଷ୍ଟେପ ତାଙ୍କ ଅପକମିଂ ଫିଲ୍ମ ଗୀତର ଷ୍ଟେପ ହୋଇଥାଇ ପାରେ ।

 

View this post on Instagram

 

Yeh easy nahi hain try kar ke dekho bhai 💃 #coolieno1

A post shared by Varun Dhawan (@varundvn) on

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବରୁଣ ଧୱନଙ୍କ ଏହି ଫିଲ୍ମ ଗୋବିନ୍ଦ ଷ୍ଟାରର ହିଟ ଫିଲ୍ମ ‘କୁଲି ନଂ୧’ର ରିମେକ ଅଟେ । ରିମେକରେ ବରୁଣଙ୍କ ସହ ସାରା ଅଲୀ ଖାନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More