Only for Entertainment

ସୋନମଙ୍କ ବିବାହକୁ ଯିବେ ନାହିଁ ଦୀପିକା ପାଦୁକୋନ,ଜାଣନ୍ତୁ କାହିଁକି?

aajtak
0 52

ଦୀପିକା ପାଦୁକୋନ ଏବଂ ସୋନମ କପୁର କଫି ୱିଥ କରନ ସିଜନ ଥ୍ରିରେ ଏକା ସାଙ୍ଗରେ ନଜର ଆସିଥିଲେ । ଏହି ସମୟରେ ଦୀପିକା ତାଙ୍କ ଏକ୍ସ ବଏଫ୍ରେଣ୍ଡ ଏବଂ ସୋନମ ତାଙ୍କ ପ୍ରଥମ କୋ ଷ୍ଟାର ରଣବୀର କପୁରଙ୍କର ଖୁବ ମଜାକ ଉଡ଼ାଇଥିଲେ । ଦୁଇଜଣ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି କଥା ମଧ୍ୟ ସେୟାର କରିଥିଲେ ।
ଦୁଇଜଣ ଅଭିନେତ୍ରୀ ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପ୍ରଥମ କ୍ରମରେ ସୋନମଙ୍କ ନାମ ରହିଛି । କିନ୍ତୁ ଦୀପିକାଙ୍କ ବିବାହ ତାରିଖ ଫାଇନାଲ ହୋଇନାହିଁ । କିନ୍ତୁ ଖବର ରହିଛିଯେ ସୋନମଙ୍କ ବିବାହରେ ଦୀପିକା ଉପସ୍ଥିତ ରହିବେ ନାହିଁ ।

ଆଗାମୀ କିଛି ଦିନରେ ଦୀପିକା ଖୁବ ବ୍ୟସ୍ତ ରହିବେ । କିଛି ସମାରୋହରେ ଭାଗନେବା ପାଇଁ ସେ ବିଦେଶ ଯିବେ । ସେହି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ।
ବାସ୍ତବରେ ଦୀପିକା ୟୁଏସ ଏବଂ ଫ୍ରାନ୍ସ ଯିବେ । ଯେଉଁ କାରଣରୁ ସେ ବିବାହ ଦିନ ରହିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More