Only for Entertainment

ବିବାହ ପୂର୍ବରୁ ଦୀପିକା ଲିଭାଇଥିଲେ ପୂରୁଣା ପ୍ରେମ ସ୍ମୃତି, ଖୋଲିଲା ଟାଟୁର ରାଜ !

youtube
72

ବଲିଉଡର ସବୁଠାରୁ ହଟ କପଲ ଦୀପିକା ଏବଂ ରଣବୀର ସିଂ ନିକଟରେ ଇଟାଲୀରେ ବିବାହ କରିଛନ୍ତି । ବିବାହ ପରେ ରିସେପସନ ପାଇଁ ବାଙ୍ଗାଲୁରୁ ଯିବା ବେଳେ ସ୍ପଟ ହୋଇଥିଲେ ଏହି ଯୋଡି । ଏୟାରପୋର୍ଟରେ ଦୀପିକାଙ୍କ ନୂଆ ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , କାରଣ ତାଙ୍କ ବେକରେ ଟାଟୁ ନଜର ଆସିନଥିଲା ।

ଏବେ ପ୍ରଶଂସକଙ୍କୁ ଭରସା ହୋଇଯାଇଛି ଯେ ଦୀପିକା ଏବେ ନିଜ ପୂରୁଣା ପ୍ରେମକୁ ସମ୍ପୂର୍ଣ୍ଣ ରୂପେ ଭୂଲି ଆଗକୁ ବଢିଛନ୍ତି । ଏହି ଟାଟୁ କୁ ଲିଭାଇଛନ୍ତି କି ମେକଅପରେ ଲୁଚାଇଛନ୍ତି ସେ ଯାହା ବି ହେଉ ପୂରୁଣା ସମ୍ପର୍କକୁ ଆଉ ସେ ଲୋକଙ୍କୁ ଦେଖାଇବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More