Only for Entertainment

ଡ୍ରଗ ଓଭରଡୋଜ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ହଲିଉଡ ସିଙ୍ଗର ଡେମି ଲୋବାଟୋ ! ପ୍ରିୟଙ୍କା ଚୋପ୍ରା କଲେ ଟ୍ୱିଟ ।

Consequence of Sound
0 27

‘ହାର୍ଟଅଟାକ’, ‘ସ୍ଟୋନ କୋଲ୍ଡ’ , ଏବଂ ‘ଟେଲ ମି ୟୁ ଲବ ମି’ଭଳି ହଲିଉଡ ଗୀତ ଗାଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ସିଙ୍ଗର ଡେମି ଲୋବାଟୋ ଡ୍ରଗ ଓଭରଡୋଜ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡ୍ରଗ ଓଭରଡୋଜର ଖୁଲାସା ଡେମିଙ୍କ ପ୍ରବକ୍ତା କହିଛନ୍ତି ।

ଯଦିଓ ଡାକ୍ତର କହି ସାରିଛନ୍ତି ଯେ ସେ ଏବେ ବିପଦମୁକ୍ତ ବୋଲି । ମାତ୍ର ଯେବେଠାରୁ ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସଙ୍କ ପାଖରେ ଏହି ଖବର ପହଂଚିଛି ସମସ୍ତେ ସୋସିଆଲ ମିଡିଆରେ ଶୀଘ୍ର ଭଲ ହେବା ଲାଗି କାମନା କରୁଛନ୍ତି ।

ଏବେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଏବଂ ବଲିଉଡ ଦେଶୀଗାର୍ଲ ଡେମିଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରି ଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More