Only for Entertainment

ଆସନ୍ତା କାଲି ରିଲିଜ ହେବାକୁ ଯାଉଛି ଧଡକ ଫିଲ୍ମର ଟାଇଟଲ ଟ୍ରାକ !

bollywoodlife
0 52

ବିଗତ ୧୧ଜୁନରେ କରଣ ଜୋହର ନିଜ ହୋମ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଏହି ଟ୍ରେଲର ମାତ୍ର କିଛି ଘଂଟା ମଧ୍ୟରେ ଖୁବ ଧମାଲ ମଚାଇଛି ଏବଂ ଦର୍ଶକଙ୍କ ପାଖରୁ ଭଲ ରେସପନ୍ସ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ନାଗରାଜ ମଂଜୁଲେଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମର ହିନ୍ଦୀ ରିମେକ ଅଟେ ।

ଫିଲ୍ମ ଟ୍ରେଲରରେ ଦୁଇଟି ଗୀତର ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ଗୀତ ଟାଇଟଲ ଟ୍ରାକ ଥିଲା ଏବଂ ଦ୍ୱିତୀୟଟି ଧମାକାଦାର ‘ଝିଙ୍ଗାଟ’ ।

#धड़क

A post shared by Ishaan Khatter (@ishaan95) on

ଏହି ଗୀତର ଝଲକ ଦେଖିବା ପରେ ଏହା ତ ନିଶ୍ଚିତ ହୋଇ ଯାଇଥିବେ ଏହି ଦୁଇ ଗୀତ ଫିଲ୍ମର ଜୀବନ ଅଟେ । ଫିଲ୍ମର ନିର୍ମାତା ଏହି ଦୁଇ ଗୀତ ମଧ୍ୟରୁ ଗୋଟିଏ ଗୀତ ଆସନ୍ତା କାଲି ରିଲିଜ କରିବେ । ଏହି ଗୀତର ପ୍ରମୋସନ ଲାଗି ଈଶାନ ଏବଂ ଜାହ୍ନବୀ ନିଜର ଇନଷ୍ଟାଗ୍ରାମ ଅକାଉଂଟରେ ଜଣାଇଛନ୍ତି ।

#dhadak

A post shared by Janhvi Kapoor (@janhvikapoor) on

ଏଠାରେ ଆମେ କହି ରଖୁଛୁ ଯେ ସୈରାଟ ଭଳି ଏହି ଫିଲ୍ମରେ ଅତୁଲ ମ୍ୟୁଜିକ କମ୍ପୋଜ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More