Only for Entertainment

ରିଲିଜ ହେଲା ଧଡ଼କର ନୂଆ ପୋଷ୍ଟର ।

bollywood tadka
0 38

ନିକଟରେ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡ଼କର ପୋଷ୍ଟର ରିଲିଜ ହୋଇଛି । ଏହାକୁ ଫିଲ୍ମର ପ୍ରଯୋଜକ କରଣ ଜୋହର ସେୟାର କରିଛନ୍ତି । ଯେଉଁଥିରେ କୁହାଯାଇଛିଯେ ଟ୍ରେଲର ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ୨୦ ଜୁଲାଇକୁ ରିଲିଜ ହେବ ।

 

ଜାହ୍ନବୀଙ୍କ କହିବା ଅନୁସାରେ ଶ୍ରୀଦେବୀ ଝିଅ ଜାହ୍ନବୀଙ୍କର କିଛି ଭିଡ଼ିଓ କ୍ଲିପ ଦେଖିଥିଲେ ଯାହାପରେ ସେ କହିଥିଲେଯେ ତାଙ୍କୁ ଅଧିକ କିଛି ଇମ୍ପ୍ରୁଭ କରିବାର ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More