Only for Entertainment

ଏହି ଜିନିଷକୁ ଦେଖିଲେ କ୍ୟାଟ୍ରିନାଙ୍କ ଚେହେରାରେ ଖୁସି ଆସିଥାଏ ।

bollywood tadka
0 49

କ୍ୟାଟ୍ରିନାଙ୍କ କହିବା ଅନୁସାରେ ତାଙ୍କ ପାଇଁ ଖାଦ୍ୟ ଏବଂ ଖୁସି ସଂପୂର୍ଣ୍ଣ ସମାନ । ଅର୍ଥାତ ଭଲ ଖାଇବା ତାଙ୍କୁ ସବୁବେଳେ ଖୁସି ରଖିଥାଏ । ନିକଟରେ ଏକ ପବ୍ଲିବେକସନ କ୍ୟାମ୍ପେନରେ କଥା ହେଉଥିବା ସମୟରେ କ୍ୟାଟ୍ରିନା କହିଛନ୍ତିଯେ ଖାଦ୍ୟ ତାଙ୍କୁ ସବୁବେଳେ ଆକର୍ଷିତ କରିଥାଏ ।

କ୍ୟାଟ ଏହା ମଧ୍ୟ କହିଛନ୍ତିଯେ ସେ ଷ୍ଟିଟ ଫୁଡର ଦିୱାନୀ । ଖାଦ୍ୟ ଦେଖିଲେ ତାଙ୍କୁ ଲୋଭ ଲାଗେ । ଭଲ ଖାଦ୍ୟ ଠାରୁ ଅଧିକ କିଛି ନଥାଏ ।

କ୍ୟାଟ୍ରିନା ଦିଲ୍ଲୀ,ମୁମ୍ବାଇ,ଚେନ୍ନାଇ ଏବଂ ବାଙ୍ଗାଲୋରରେ ନିଜ ଖାଦ୍ୟ ସମ୍ବଦ୍ଧୀୟ ରହସ୍ୟ ବିଷୟରେ କହିଛନ୍ତି । ଯେତେବେଳେ ମୁମ୍ବାଇ ଏବଂ ଦିଲ୍ଲୀ କଥା କୁହାଯାଏ ତାଙ୍କୁ ଷ୍ଟିଟ ଫୁଡ ଖୁବ ପସନ୍ଦ ।

 

କ୍ୟାଟଙ୍କ କହିବା ଅନୁସାରେ ଦିଲ୍ଲୀରେ ଅନେକ ବିକଳ୍ପ ରହିଛି । ସେଠାରେ ବଙ୍ଗାଳୀ ମାର୍କେଟର ଚାଟ,କବାବ ଠାରୁ ଆରମ୍ଭ କରି ଚାନ୍ଦନୀ ଚୌକର ପରାଠା ପର୍ଯ୍ୟନ୍ତ,ସେ ସବୁକିଛି ଖାଇବାକୁ ପସନ୍ଦ କରନ୍ତି । ଖାଇବାକୁ ତାଙ୍କୁ ଭଲ ଲାଗେ । କିନ୍ତୁ ଫିଟନେଓ ପାଇଁ ସେ ସବୁବେଳେ ଜିମରେ ବ୍ୟାୟାମ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More