Only for Entertainment

ପୁଅ ସନିଙ୍କର ଏହି ଅଭ୍ୟାସକୁ ଆଦୌ ପସନ୍ଦ କରନ୍ତି ନାହିଁ ବାପା ଧର୍ମେନ୍ଦ୍ର ।

aajtak
0 37

ପୁଣିଥରେ ରିଲିଜ ହୋଇଛି ୟମଲା ପଗଲା ଦିୱାନାର ସିକ୍ୱେଲ । ନଜର ଆସିଛି ବାପା ପୁଅଙ୍କ କେମେଷ୍ଟ୍ରି ଓ କମେଡ଼ି । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଖାସ କମାଲ ଦେଖାଇ ପାରିନାହିଁ । ନିକଟରେ ଏକ ଇଂଟରଭ୍ୟୁରେ ଧର୍ମେନ୍ଦ୍ର କହିଛନ୍ତିଯେ ତାଙ୍କୁ ସନିଙ୍କର କେଉଁ ଅଭ୍ୟାସ ଭଲ ଲାଗେ ନାହିଁ ।

ଧର୍ମେନ୍ଦ୍ର କହିଲେଯେ ସନି ନିଜର ଦୁଃଖ କାହା ସାମ୍ନାରେ ବୟାନ କରନ୍ତି ନାହିଁ । ନିଜେ ସବୁ କିଛି ସହି ଯାଆନ୍ତି । କେବଳ ସେ ରାଗିଥିବା ସମୟରେ ଜଣାପଡ଼େ ତାଙ୍କ ଫିଲିଙ୍ଗସ କ’ଣ ରହିଛି ।

ସନିଙ୍କୁ ପ୍ରଶ୍ନ କରାଗଲାଯେ ଆପଣ ଏତେ କମ କଥା କାହିଁକି କୁହନ୍ତି?ସନି କହିଲେ ମୋତେ ଯିଏ ଏହି ପ୍ରଶ୍ନ କରେ ମୁଁ କହେ ଆସନ୍ତୁ କୁସ୍ତୀ କରିବା ଜଣାପଡ଼ିବ କିଏ ରିଅଲ ଜ୍ୟାକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More