Only for Entertainment

ଜୀବାଙ୍କ ଭଳି ଡ୍ୟାନ୍ସ କରି ପାରିଲେ ନାହିଁ ଧୋନୀ, ଦେଖନ୍ତୁ ଭିଡିଓ !

Firstpost Hindi
35

କ୍ରିକେଟରୁ ଦୂରରେ ଥିବା ମହେନ୍ଦ୍ର ସିଂ ଧୋନୀ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଧୋନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଝିଅ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ଲୋକମାନେ ଖୁବ ମାତ୍ରାରେ ପସନ୍ଦ କରିବାରେ ଲାଗିଛନ୍ତି । ୧୭ଘଂଟା ମଧ୍ୟରେ ଏହି ଭିଡିଓକୁ ୨୬ହଜାର ଥର ଲୋକମାନେ ଦେଖି ସାରିଲେଣି ।

 

View this post on Instagram

 

Even better when we are dancing @zivasinghdhoni006

A post shared by M S Dhoni (@mahi7781) on

ଏହାପୂର୍ବେ ଧୋନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ , ଯେଉଁଥିରେ ସେ ଜୀବା ସହ ଭୋଜପୁରୀ ଏବଂ ତାମିଲ ଭାଷାରେ କଥା ହେଉଥିବାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More