Only for Entertainment

୮ ବର୍ଷ ସଂପର୍କରେ ଥିଲେ ଦିବ୍ୟାଙ୍କା,ବ୍ରେକ ଅପ କଥା କହିବାରୁ ଆଖି ଲୁହରେ ଭରିଗଲା ।

zeenews
0 58

ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଟିଭିର ଜଣେ ଜଣାଶୁଣା ଚେହେରା । ସେ ସିରିଅଲ ୟେ ହୈ ମୋହବତେଁରେ ଈଷିତା ଚରିତ୍ରରେ ଅଭିନୟ କରଉଚନ୍ତି । ସେ ଖୁବ ଶୀଘ୍ର ଜି ଟିଭିର ଟକ ଶୋ ‘ଜଜବାତ’ରେ ନଜର ଆସିବେ । ଏହି ଶୋ’କୁ ରାଜୀବ ଖଣ୍ଡେଲୱାଲ ହୋଷ୍ଟ କରୁଛନ୍ତି । ତେବେ ଏଥିରେ ଦିବ୍ୟାଙ୍କା ଏକା ନୁହେଁ ବରଂ ପତି ବିବେକ ଦହିୟାଙ୍କ ସହିତ ନଜର ଆସିବେ ।

ବିବେକଙ୍କ ସହିତ ସଂପର୍କରେ ରହିବା ପୂର୍ବରୁ ସେ ଶରଦ ମଲହୋତ୍ରାଙ୍କୁ ବିଗତ ୮ ବର୍ଷ ଧରି ଡେଟ କରୁଥିଲେ । ଦୁଇଜଣ ‘ବନୁ ମେଁ ତେରୀ ଦୁଲହନ’ରେ ଲିଡ ଚରିତ୍ରରେ ଅଭିନୟ କରୁଥିଲେ । ଏହି ଶୋ’ରେ ସେ ତାଙ୍କ ପୁରୁଣା ଦିନର କେତେକ ରାଜ ଖୋଲିଥିବା ନଜର ଆସିବ ।

ନିକଟରେ ଏହାର ପ୍ରମୋ ସାମ୍ନାକୁ ଆସିବ । ଯେଉଁତିରେ ସେ ତାଙ୍କର ବ୍ରେକ ଅପ ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ ଖୁବ ଇମୋଶନାଲ ହୋଇ ଯାଇଥିବା ନଜର ଆସିଛି । ଏହି ସମୟରେ ତାଙ୍କ ଆଖି ଲୁହରେ ଭରିଯାଇଛି । ଏଥିରେ ଦିବ୍ୟାଙ୍କା କହିଛନ୍ତିଯେ ୮ ବର୍ଷ ଏଭଳି ଲାଗୁଥିଲା ଯେପରି ଜୀବନ ଶେଷ ହୋଇଯାଉଛି । ମୁଁ ଅନ୍ଧବିଶ୍ୱାସକୁ ନେଇ ଗତି କରୁଥିଲି ।

ଦିବ୍ୟାଙ୍କା ନିଜେ ଏହି ଶୋ’ର ପ୍ରମୋ ସେୟାର କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More