Only for Entertainment

ଫଟୋ ଦେଖି ଜଣାପଡ଼ୁଛି ଟାଇଗରଙ୍କ ମା ଆୟଶା ଏବଂ ଦିଶାଙ୍କ ମଧ୍ୟରେ କୌଣସି ମନମାଳୀନ ନାହିଁ ।

bollywood tadka
0 36

ବଲିଉଡ ଅଭିନେତା ଟାଇଗର ସ୍ରଫ ଏବଂ ଦିଶା ପଟାନୀଙ୍କୁ ନେଇ କିଛି ନା କିଛି ଖବର ଆସିଥାଏ । କୁହାଯାଉଛିଯେ ଦୁଇଜଣଙ୍କ ସଂପର୍କକୁ ନେଇ ମା ଆୟାଶା ଖୁସି ନାହାଁନ୍ତି ।


କିନ୍ତୁ ଏହି ଖବରକୁ ନେଇ ଟାଇଗର ଏବଂ ଦିଶାଙ୍କ ତରଫରୁ ସେଭଳି କୌଣସି ପ୍ରତିକ୍ରିୟା ଆସିନାହିଁ । ଟାଇଗର ଆୟଶା ଏବଂ ଦିଶାଙ୍କୁ ରେଷ୍ଟୁରାଂଟ ନେଇ ଯାଇଥିଲେ ।

 


ନିକଟରେ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଖୁବ ଖୁସି ଜଣାପଡ଼ୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଦିଶା ଟାଇଗରଙ୍କ ପରିବାର ସହିତ ନଜର ଆସିଛନ୍ତି ଏବଂ ବିଶେଷ କରି ଟାଇଗରଙ୍କ ଭଉଣୀଙ୍କ ସହିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More