Only for Entertainment

ଏହି କାମ କରୁଥିବା ସମୟରେ କଥାବାର୍ତା କରିବା ଉଚିତ ନୁହେଁ ଜାଣନ୍ତୁ !

57

କଥା କହିବା ମନୁଷ୍ୟର ଅଧିକାର ଏବଂ ସ୍ୱାଧୀନତା କିନ୍ତୁ ଏମିତି ଏମିତି ସମୟ ଅଛି ଯେତେବେଳ ଆମେ ଅଯଥା କଥାବାର୍ତା ନକରିବା ଉଚିତ I କାହିଁକିନା ଏହି ସବୁ କାମ କରିବା ସମୟରେ କଥାବାର୍ତା କରିବା ଦ୍ୱାରା ଆମର କ୍ଷତି ବା କାର୍ଯ୍ୟରେ ବାଧା ସୃଷ୍ଟି ହେଇଥାଏ I

1) ଖାଦ୍ୟ ଖାଇବା ସମୟରେ ଅଯଥା କଥାବାର୍ତା କରନ୍ତୁ ନାହିଁ ଏହା ଦ୍ୱାରା ହଜମ ପ୍ରକ୍ରିୟା ରେ ବାଧା ସୃଷ୍ଟି ହେଇଥାଏ I

2)ମଳମୂତ୍ର ସମୟରେ କଥାବାର୍ତା କରିବା ଉଚିତ ନୁହେଁ I

3) ଗାଧୋଇବା ସମୟରେ କଥାବାର୍ତା କରିବା ଉଚିତ ନୁହେଁ I

4) ଦାନ୍ତ ଘଷୁଥିବା ସମୟରେ କଥାବାର୍ତା କରିବା ଉଚିତ ନୁହେଁ I

5) ଠାକୁର ଙ୍କୁ ପୂଜା କରୁଥିବା ସମୟରେ କଥାବାର୍ତା କରିବା ଉଚିତ ନୁହେଁ I

6) ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଥିବା ସମୟରେ ଅଯଥା କଥାବାର୍ତା କରନ୍ତୁ ନାହିଁ I

7) ସମ୍ଭୋଗ ସମୟରେ ମଧ୍ୟ କଥାବାର୍ତା କରିବା ଶରୀର ପାଇଁ କ୍ଷତିକାରକ I

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More