Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଏଗଲେସ ଆଲମଣ୍ଡ କୁକିଜ

you tube
0 40

ସାମଗ୍ରୀ-

ଲହୁଣୀ- ୧୯୦ ଗ୍ରାମ
ଚିନି ପାଉଡର- ୧୯୦ ଗ୍ରାମ
ଅଟା- ୩୧୦ ଗ୍ରାମ
ବାଦାମ ପାଉଡର- ୬୦ ଗ୍ରାମ
ବେକିଂ ପାଉଡର- ୧ ଚାମଚ
ଗୁଜୁରାତି ପାଉଡର- ୧ ଚାମଚ
ଲୁଣ- ୧/୪ ଚାମଚ
କ୍ଷ୪ର- ୬୦ ମିଲି
ବାଦାମ

ପ୍ରଣାଳୀ-

ପ୍ରଥମେ ବାଉଲରେ ଲହୁଣୀ, ଚିନି ପାଉଡର, ପକାଇ ଭଲଭାବେ ବ୍ଲେଣ୍ଡ କରନ୍ତୁ । ଏହାପରେ ଏହି ମିଶ୍ରଣରେ ସମସ୍ତ ସାମଗ୍ରୀ ପକାଇ ବ୍ଲେଣ୍ଡ କରନ୍ତୁ । ଏହାପରେ ଏହି ମିଶ୍ରଣକୁ ଭଲଭାବେ ହାତରେ ଚକଟି ଦିଅନ୍ତୁ । ଏହା ପରେ ଅଳ୍ପ ଅଳ୍ପ ମିଶ୍ରଣ ନେଇ କୁକିଜ ଆକାର ଦିଅନ୍ତୁ । ବର୍ତ୍ତମାନ କୁକିଜବବକୁ ବେକିଂ ଟ୍ରେରେ ରଖି ବାଦାମ ଦେଇ ଗାର୍ନିଶ କରନ୍ତୁ । ଏହାପରେ କୁକିଜକୁ ୩୫୦ ଡିଗ୍ରି ଏଫ/୧୮୦ ଡିଗ୍ରି ସେଲସିୟସରେ ୨୦ ମିନିଟ ପର୍ଯ୍ୟନ୍ତ ଓଭନରେ ବେକ କରନ୍ତୁ । ଏଗଲେସ ଆଲମଣ୍ଡ କୁକିଜ । ବର୍ତ୍ତମାନ ଏହାକୁ ଚା ସହିତ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More