Only for Entertainment

ରିଲିଜ ହେଲା ଫନ୍ନେ ଖାଁର ଟ୍ରେଲର,ଦମଦାର ଭାବରେ ନଜର ଆସିଲେ ଅନିଲ କପୁର ।

Deccan Chronicle
0 44

ଅନିଲ କପୁର, ଐଶ୍ୟର୍ଯ୍ୟା ରାୟ ବଚ୍ଚନ ଓ ରାଜ କପୁର ରାଓଙ୍କ ସିନେମା ‘ଫନ୍ନେ ଖାନ’ଙ୍କ ଟିଜର ଜାରୀ କରାଯାଇଛି । ଟିଜର ଆରମ୍ଭରେ ରାଜକୁମାର ରାଓ ଫନ୍ନେ ଖାନ’ର ମତଲବ ବୁଝାଉଛନ୍ତି ଟିଜର ଦେଖି ଅନୁମାନ ଲଗାଇ ପାରୁଥିବେ କି ଅନିଲ କପୁର ଏହି ସିନେମାରେ ଦମଦାର ଭୁମିକାରେ ଫେରିଛନ୍ତି । ଟିଜରରେ ଅନିଲ କପୁର ଟ୍ରମ୍ପେଟ ବଜାଉଥିବାର ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ସିନେମାର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରରେ ଅନୀଲ କପୁର ହାତରେ ଟିଫିନ, ଟ୍ରମ୍ପେଟ, କାନ୍ଧରେ ବ୍ୟାଗ ଝୁଲାଇ ଯାଉଥିବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ କି, ଫନ୍ନେ ଖାନ ଏକ ମ୍ୟୁଜିକାଲ ଡ୍ରାମା ଭିତିକ ସିନେମା ଅଟେ । ଯାହାର ନିର୍ମାତା ଶଙ୍କର ଓମ ପ୍ରକାଶ ମେହେରା । ଫିଲ୍ମର କାହାଣୀ ଏପରି ଏକ ବାପା ଉପରେ ଆଧାରିତ ଯିଏ କି ନିଜ ଝିଅକୁ କମ୍ପିଟିସନରେ ଜିିତିବା ପାଇଁ ଫେମସ ଗାୟକମାନଙ୍କୁ ଅପହରଣ କରୁଥିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More