Only for Entertainment

ରିଲିଜ ହେଲା ଫିଲ୍ମ କବୀର ସିଂ ର ଆଉ ଏକ ଟ୍ରେଲର, ଦେଖିବାକୁ ମିଳିଲା ସାହିଦଙ୍କ ଆଂଗ୍ରି ୟଙ୍ଗ ମ୍ୟାନ ଲୁକ !

20

ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କବିର ସିଂ’ର ଗୀତ ଏବଂ ଟ୍ରେଲର ରିଲିଜ ହୋଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସେହିଭଳି ଏବେ ଏହି ଫିଲ୍ମର ଏକ ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ସାହିଦ କପୂରଙ୍କ ଆଗ୍ରେସନ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ଫୁଟବଲ ଗ୍ରାଉଣ୍ଡରେ ସାହିଦ କପୂର ନିଜ ରାଗ ଦେଖାଇ ଜଣକୁ ପିଟୁଛନ୍ତି ।

ଏହା ପୂର୍ବରୁ ଫିଲ୍ମର ଗୀତ ରିଲିଜ ହୋଇଥିଲା । ଏହି ଗୀତ ଗୁଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ‘କବିର ସିଂ’ ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀ ର ହିନ୍ଦୀ ରିମେକ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More