Only for Entertainment

ସଂଜୁଙ୍କ ପୋଷ୍ଟରରେ ଭିନ୍ନ ଭିନ୍ନ ଭାବରେ ନଜର ଆସିଲେ ରଣବୀର କପୁର ।

bollywood tadka
0 34

ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ‘ସଂଜୁ’ର ଟିଜର ଆଜି ରିଲିଜ ହେବ । କିନ୍ତୁ ଟିଜର ରିଲଇଜ ହେବା ପୂର୍ବରୁ ଫ୍ୟାନ୍ସଙ୍କ କ୍ରେଜ ବଢାଇବା ପାଇଁ ଫିଲ୍ମ ନିର୍ମାତା ଏକ ପୋଷ୍ଟର ରିଲିଜ କରି ସାରିଛନ୍ତି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମରେ ସଂଜୁଙ୍କ ଚରିତ୍ରରେ ରଣବୀର କପୁର ନଜର ଆସିଛନ୍ତି । ତେବେ ବୋଷ୍ଟରରେ ରଣବୀର କପୁର ନଜର ଆସିଛନ୍ତି,କିନ୍ନ ଭିନ୍ନ ଭିନ୍ନ ରୂପରେ ।

 

ଫିଲ୍ମ ୨୯ ଜୁନକୁ ରିଲିଜ ହେବ । ଏହାକୁ ଆଜି ୮୦ରୁ ଅଧିକ ଚ୍ୟାନେଲରେ ରିଲିଜ କରାଯିବ । ଯାହା ସବୁଠାରୁ ବଡ଼ ଟିଜର ହେବ । ଏହା ୮୦ ସେକେଣ୍ଡର ହେବ ଏବଂ ଷ୍ଟାର ନେଟୱର୍କ ଚ୍ୟାନେଲରେ ପ୍ରସାରିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More