Only for Entertainment

ପ୍ରଥମ ଥର ଅମିତାଭ କଲେ ଝିଅ ସହିତ ବିଜ୍ଞାପନ,ଦେଲେ ଇମୋଶନାଲ ମେସେଜ ।

aajtak
0 37

ଅମିତାଭଙ୍କ ପୂରା ପରିବାର ଫିଲ୍ମ ଜଗତରେ ଖୁବ ସାନଦାର ଅଭିନୟ କରି ଖୁବ ନାମ କମାଇଛନ୍ତି । କିନ୍ତୁ ତାଙ୍କ ଝିଅ ଶ୍ୱେତା ନନ୍ଦା ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ପରଦାରେ ନଜର ଆସିନାହାଁନ୍ତି । ପ୍ରଥମ ଥର ପାଇଁ ନିକଟରେ ସେ ଅମିତାଭଙ୍କ ସହିତ ଏକ ବିଜ୍ଞାପନରେ ନିଜର ଅଭିନୟର ଦକ୍ଷତା ଦେଖାଇଛନ୍ତି ।

ଏହି ବିଜ୍ଞାପନ ଏକ ଅଳଙ୍କାର ବ୍ରାଣ୍ଡ୍ର । ପ୍ରଥମ ଥର ଦୁଇଜଣ ଏକା ସାଙ୍ଗରେ ନଜର ଆସିଛନ୍ତି । ଅମିତାଭ ତାଙ୍କ ଝିଅଙ୍କ ସହିତ ବ୍ୟାଙ୍କ ଯାଇଛନ୍ତି କିନ୍ତୁ ତାଙ୍କୁ ଦୁର୍ବ୍ୟବହାର କରି ଅନ୍ୟ କାଉଂଟରକୁ ପଠାଯାଉଛି । ଏହାପରେ ସେ ୪ ନମ୍ବର କାଉଂଟରକୁ ଯାଉଛନ୍ତି ସେ ମ୍ୟାନେଜରଙ୍କ ନିକଟକୁ ପଠାଉଛନ୍ତି । ଏହାପରେ ଯେତେବେଳେ ସେ ମ୍ୟାନେଜରଙ୍କ ନିକଟକୁ ଯାଇଛନ୍ତି ସେ କହିଛନ୍ତିଯେ ତାଙ୍କ ଆକାଉଂଟକୁ ଦୁଇ ଥର ପେନସନ ଆସିଯାଇଛି । କିନ୍ତୁ ମ୍ୟାନେଜରଙ୍କ କହିବା ଅନୁସାରେ ତୁମେ ଏହାକୁ ରଖିଦିନ କିଏ ଏ କଥା ଜାଣୁଛି । ତେବେ ଇଲିଗଲ କାମ କରିବା ପାଇଁ ମ୍ୟାନେଜର ପ୍ରୋତ୍ସାହନ ଦେଉଛନ୍ତି । କିନ୍ତୁ ଏସବୁକୁ ପଛରେ ପକାଇ ଲିଗାଲି ଟଙ୍କା ଫେରସ୍ତ କରିବାକୁ ଚାହିଁଛନ୍ତି ଅମିତାଭ । କାରଣ ସେ ବିଶ୍ୱାସକୁ ନେଇ ବଂଚନ୍ତି ବୋଲି ବିଶ୍ୱାସ ଦେଇଛନ୍ତି । ଯାହାକୁ ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More