Only for Entertainment

ଆଫ୍ରିକାନ ବି ହେଲେ ମାୟାରେ ବାୟା, ଭିଡିଓ ହେଲା ଭାଇରାଲ !

facebook
0 88

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟୋକାଟା ଫସିଗଲା ପରଦାରେ ଜବରଦସ୍ତ ଧମାଲ ମଚାଇବାରେ ଲାଗିଛି । ସେହିଭଳି ଏହି ଫିଲ୍ମର ଗୀତ ମଧ୍ୟ କେବଳ ଓଡିଶା ନୁହେଁ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଲାଣି । ନିକଟରେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଟାଇଗର ଶ୍ରଫ । ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ସାମୁଏଲ ସିଂ ନାମକ ଜଣକ ଆଫ୍ରିକାନ ବ୍ୟକ୍ତି ‘ରଙ୍ଗବତି’ ଗାଇ ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ । ସେହିଭଳି ସେ ଏବେ ‘ମାୟା ରେ ବାୟା’ଗୀତକୁ ଗାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More