Only for Entertainment

ଏହି ଖାଦ୍ୟ ଖାଇବା ପରେ କ୍ଷୀର ପିଉଥିଲେ ସାବଧାନ ହୋଇଯାଆନ୍ତୁ

37

ଖାଦ୍ୟକୁ ନେଇ ଆମକୁ କିଛି କିଛି ଧ୍ୟାନ ରଖିବା ଉଚିତ । କାରଣ କେବେ କେବେ ଏହା ବିଷାକ୍ତ ହୋଇଯାଏ, ଯାହା ଦ୍ୱାରା ବ୍ୟକ୍ତିର ଜୀବନ ମଧ୍ୟ ଯାଇପାରେ । ତେଣୁ ଏହି କଥା ପ୍ରତି ଧ୍ୟାନ ରଖିବା ଉଚିତ ।

ମାଛରେ ପ୍ରବଳ ମାତ୍ରାରେ ପ୍ରୋଟିନ୍ ଥାଏ କିନ୍ତୁ ଏହାକୁ ଖାଇବା ପରେ ଖୀର ପିଇଲେ ପାଚନ କ୍ରିୟାରେ ଗଡବଡୀ ହୋଇପାରେ । ଏହାଦ୍ୱାରା ଫୁଡ୍ ପଏଜନିଙ୍ଗ ଏବଂ ପେଟ ଦରଜ ଭଳି ଲକ୍ଷଣ ଦେଖାଦେଇଥାଏ ।

 ମୁଗ ଓ ବିରି ଡାଲି ଏବଂ ଖୀରର ଦୂରଦୁରାନ୍ତରୁ କୌଣସି ସଂପର୍କ ନାହିଁ । ଏହି ଡାଲି ଖାଇବା ପରେ ଖୀର ପିଇଲେ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ପେଟ ଦରଜ, ବାନ୍ତି, ଶରୀର ଓଜନିଆ ଲାଗିବା ଭଳି ସମସ୍ୟା ଉପୁଜି ଥାଏ ।

ଏହି ଫଳ ଖାଇବା ପରେ ଖୀର ପିଇବା ପାଇଁ ଭୁଲରେ ବି ଭାବନ୍ତୁନି, କାରଣ ଏହାଦ୍ୱାରା ବାନ୍ତି ହେବାର ଆଶଙ୍କା ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More