Only for Entertainment

ଶ୍ୱାସ ରୋଗରୁ ମୁକ୍ତି ପାଇଁ କରନ୍ତୁ ଏହି କାମ ।

Verywell Health
39

ଆଜି କାଲି ଅଳ୍ପ କାମ କରି ମଧ୍ୟ ବ୍ୟକ୍ତି କ୍ଲାନ୍ତ ଅନୁଭବ କରୁଛନ୍ତି । ଏହା ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏହାର ପ୍ରମୁଖ କାରଣ ହେଉଛି ଶ୍ୱାସ । ତେବେ ଶ୍ୱାସରୁ ମୁକ୍ତି ପାଇଁ ଔଷଧ ମଧ୍ୟ ଖାଇବାକୁ ପଡ଼ୁଛି । କିନ୍ତୁ ଘରୋଇ ଉପଚାର ମଧ୍ୟ ରହିଛି ଯାହା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ଶ୍ୱାସ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସ ରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ ପୁରୁଣା ଗୁଡ଼, ପିପ୍ପଳି, ଗନ୍ଧ ସୁଣ୍ଠି ପ୍ରଭୃତିକୁ ଚୂର୍ଣ୍ଣ କରି ସୋରିଷ ତେଲ ସହିତ ମିଶାଇ ଦିନକୁ ଦୁଇଥର ସେବନ କଲେ କିଛି ଦିନ ମଧ୍ୟରେ ସୁଫଳ ମିଳେ। ଏହା ଦ୍ୱାରା ଫୁସଫୁସ ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ଛାତିରେ ଜମିଥିବା କଫ ବାହାରି ଯାଇ ନିଶ୍ୱାସ ପ୍ରଶ୍ୱାସ ନେବା ସହଜ ହୋଇଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More