Only for Entertainment

ବ୍ୟକ୍ତି ଜଣକ ଖାଦ୍ୟ ଯାଚିବାରୁ ଏହି ଗରିଲା କଲା ଏଭଳି ଇଶାରା, ଲୋକମାନେ ହୋଇଗଲେ ମୁଗ୍ଧ !

56

ଜୀବଜନ୍ତୁଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ । କେତେବେଳେ କୁକୁର ମାନଙ୍କ ମାନବିକତା ତ କେତେ ବେଳେ ହାତୀ ତ ଆଉ ଏକ କେତେବେଳେ ମାଙ୍କଡ । ସେହିଭଳି ଏବେ ଏକ ନିଆରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଏବେର ନୁହେଁ ବରଂ ଏହା ପୂର୍ବ ବର୍ଷ ଜୁନର ଭିଡିଓ । କିନ୍ତୁ ଏବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓ ବିଷୟରେ କହିବାକୁ ଗଲେ ଏକ ଗରିଲା ଭିଡିଓରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭାଇରାଲ ଭିଡିଓ ମିଆମୀ ଜୁ’ର ଅଟେ । ଅସଲରେ କେହି ଜଣେ ବ୍ୟକ୍ତି ଏହି ଗରିଲାକୁ ଖାଦ୍ୟ ଜାଚୁଥିଲେ , କିନ୍ତୁ ଇଶାରା କରି ଗରିଲା କହିଲା ଦର୍ଶକଙ୍କ ଠାରୁ ଖାଦ୍ୟ ନେବା ପାଇଁ ତାକୁ ମନା କରାଯାଇଛି । ବାସ୍ ଏହି କଥା ସମସ୍ତଙ୍କ ମନ ଛୁଇଁ ନେଇଛି । ଏହି କାରଣରୁ ସମସ୍ତେ ଗରିଲାକୁ ବୁଦ୍ଧିମାନ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More