ଟିସିରିଜ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେବା ପରେ ଏବେ ଧ୍ୱନୀ ଭାନୁଶାଲୀଙ୍କ କଣ୍ଠରେ ରିଲିଜ ହୋଇଛି ନୂଆ ଗୀତ ‘ନ ଯା ତୁ’ । ଗୀତଟି ଶୁଣିବାକୁ ଖୁବ ମଜାଦାର ହୋଇଛି । ଶାନଦାର ମ୍ୟୁଜିକ କମ୍ପୋଜ ସହ ଗୀତକୁ ଆହୁରି ମଜାଦାର କରିଛି ଧ୍ୱନୀଙ୍କ କଣ୍ଠ । ଗୀତକୁ କମ୍ପୋଜ କରିଛନ୍ତି ତନିଷ୍କ ବାଗଚୀ ଏବଂ ଲିରିକ୍ସ ମଧ୍ୟ ସେ ଲେଖିଛନ୍ତି । ଏହି ଗୀତରେ କୋ-ସିଙ୍ଗର ଭାବେ ଗାଇଛନ୍ତି ଶାଶ୍ୱତ ସିଂ । ଦେଖନ୍ତୁ –
Comments