Only for Entertainment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଥ୍ରୋ ବ୍ୟାକ ଇମେଜ୍ ଶେୟାର କଲେ ନତାଶା

141

ନୂଆ ବର୍ଷରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ନତାଶା ଷ୍ଟାନୋବିକଙ୍କ ନିର୍ବନ୍ଧ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏହି ଘୋଷଣା ପରେ ଦୁଇଜଣ ପରସ୍ପରକୁ ନେଇ ଖୋଲିକରି କହୁଛନ୍ତି ଏବଂ ଫଟୋ ମଧ୍ୟ ଶେୟାର କରୁଛନ୍ତି ।

 

କହିରଖୁଛୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ନିର୍ବନ୍ଧ ଦୁବାଇରେ ହୋଇଛି । ଏହି ଖବର ନିଜେ ହାର୍ଦ୍ଦିକ ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । ନତାଶା ଏବଂ ହାର୍ଦ୍ଦିକ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରି ଆସୁଥିଲେ ।

 

 

View this post on Instagram

 

🔥❤️ #throwback😍 @hardikpandya93

A post shared by 🎀Nataša Stanković🎀 (@natasastankovic__) on


ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ କେତେକ ଅଭିନେତ୍ରୀଙ୍କ ନାମ ସହିତ ଯୋଡ଼ି ହୋଇ ସାରିଛି । କିନ୍ତୁ କୌଣସି କଥାକୁ ସତ ବୋଲି କହିନାହାଁନ୍ତି ହାର୍ଦ୍ଦିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More