Only for Entertainment

ବଂଚିବେ ତ ରଣବୀରଙ୍କ ସହ ମରିବେ ରଣବୀରଙ୍କ ସହ କହିଲେ ଆଲିୟା, ଭିଡିଓ ହେଲା ଭାଇରାଲ !

0 56

ବଲିଉଡର ଟପ ଅଭିନେତ୍ରୀଙ୍କ ବ୍ୟତୀତ ଆଲିୟାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଜୋକ୍ସ ଆସି ସାରିଲାଣି । ଏବେ ଏବେ ତାଙ୍କୁ ନେଇ ଏକ ମଜାକିଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଆଲିୟା କରଣ ଜୋହରଙ୍କ ସହ କଥା ହେଉଥିବା ନଜର ଆସିଛନ୍ତି । ଆଲିୟାଙ୍କ ସହ ଏଠାରେ ରଣବୀର ମଧ୍ୟ ନଜର ଆସିଛନ୍ତି । କରଣ ଜୋହର ତାଙ୍କୁ କିଛି ପ୍ରଶ୍ନ କରିଛନ୍ତି ଯେ , ସେ କେବେ ଇର୍ଷା କରନ୍ତି କି ନାହିଁ । ଏଥିରେ ଆଲିୟା ଏକ ଲମ୍ବା ଚଉଡା ଉତ୍ତର ଦେଇଛନ୍ତି ।


ସେହିଭଳି ପାଖରେ ବସିଥିବା ରଣବୀର ଇଆଡେ ସିଆଡେ ଚାହୁଁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଆଲିୟାଙ୍କ କଥାକୁ ଅନ୍ୟ କୌଣସି ଭିଡିଓର ଅଡିଓକୁ ନେଇ ଯୋଡି ଏଭଳି ଥଟ୍ଟା କରାଯାଇଛି , ଯାହା ଖୁବ ମଜାକିଆ ହୋଇଛି । ଏବେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More