Only for Entertainment

ପଟାଖା’ରେ ଏଂଟ୍ରି କଲେ ମଲାଇକା ଅରୋରା, ହେଲୋ ହେଲୋ କହି ଏଭଳି ଲଗାଇଲେ ଠୁମକା !

zeenews
0 41

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ର ନୂଆ ଗୀତ ‘ହାଲୋହାଲୋ’ରିଲିଜ ହୋଇଛି । ଅନେକ ଦିନ ପରେ ଏହି ଗୀତରେ ନଜର ଆସିଛନ୍ତି ହଟ ଅଭିନେତ୍ରୀ ମଲାଇକା ଅରୋରା । ଦବଙ୍ଗରେ ନିଜର ଠୁମକାରେ ଯାଦୁ ବିଛାଇଥିବା ଏହି ଅଭିନେତ୍ରୀ ପୁଣିଥରେ ଦେଖାଛନ୍ତି ନିଜର ଜଲୱା । ମାତ୍ର ଏହା ପ୍ରଥମ ଥର ହୋଇଛି ଯେ ମଲାଇକା ସିଙ୍ଗର ରେଖା ଭରଦ୍ୱାଜଙ୍କ ଗୀତରେ ନଜର ଆସିବେ । ମାତ୍ର ଏହି ଗୀତରେ ମଲାଇକା ଅରୋରାଙ୍କ କଷ୍ଟ୍ୟୁମ ଆପଣଙ୍କୁ ମନେ ପକାଇଦେବ ପୁଣି ସେହି ପୂରୁଣା ସମୟ ଯେତେବେଳେ ଶାହରୁଖଙ୍କ ସହ ଟ୍ରେନ ଉପରେ ଛୈୟା ଛୈୟା ଗୀତରେ ନାଚି ଧମାଲ ମଚାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଧମାକାଦାର ଗୀତକୁ କୋରିଓଗ୍ରାଫି କରିଛନ୍ତି ଫେମସ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ । ଫିଲ୍ମ ପଟାଖା ୨୮ସେପ୍ଟେମ୍ବର୨୦୧୮ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More