Only for Entertainment

ଲଭ ସହିତ ମିଶି ହିନା କଲେ ପ୍ରିୟାଙ୍କଙ୍କ ଏଭଳି ହାଲ, ବଏଫ୍ରେଣ୍ଡ ରକି କଲେ ଭିଡ଼ିଓ ସୁଟିଂ ।

bollywood tadka
0 46

ଅଭିନେତ୍ରୀ ହିନା ଖାନ ଏବେ ବଏଫ୍ରେଣ୍ଡ ରକିଙ୍କ ସହିତ ମିଶି ଲଣ୍ଡନରେ ଛୁଟି ମନାଉଛନ୍ତି । ଏହା ପୂର୍ବରୁ ହିନା ଖାନ ତାଙ୍କର ଖାସ ବନ୍ଧୁ ପ୍ରିୟାଙ୍କ ଶର୍ମା ଏବଂ ଲଭ ତ୍ୟାଗୀଙ୍କ ସହିତ ଖାସ ସାକ୍ଷାତ କରିଥିଲେ । ନିକଟରେ ହିନା ଦୁଇଜଣଙ୍କ ସହିତ ମସ୍ତୀ କରୁଥିବାର ଏକ ଭିଡ଼ିଓ ସେୟାର କରିଛନ୍ତି ।

 


ଏହି ଭିଡ଼ିଓକୁ ରକି କରିଥିଲେ ଏବଂ ଭିଡ଼ିଓ ସେୟାର କରିବା ସମୟରେ ହିନା ଏକ କ୍ୟାପ୍ସନ ଦେଇଛନ୍ତି ।
କ୍ୟାରିଅର କଥା ଆଲୋଚନା କରିବା ତ ହିନା ଏବେ କସୌଟି ଜିନ୍ଦେଗିରେ କମୋଲିକା ଚରିତ୍ରରେ ନଜର ଆସିବେ ବୋଲି ସୂଚନା ମିଳିଛି । ଏହା ସହିତ ନିକଟରେ ହିନା ତାଙ୍କର ପ୍ରଥମ ମ୍ୟୁଜିକ ଭିଡ଼ିଓ ଲଂଚ କରିଥିଲେ ଯାହାକୁ ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More