Only for Entertainment

ଚତୁର୍ଥ ଥର ‘ହଟେଷ୍ଟ ୱିମେନ ଅଫ ଦ ପ୍ଲାନେଟ’ ହେଲେ ପ୍ରିୟଙ୍କା ।

bollywood tadka
0 36

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣିଥରେ ସେ ଏକ ସଫଳତା ହାସଲ କରିଛନ୍ତି । ତାଙ୍କୁ ପୁଣିଥରେ ‘ହଟେଷ୍ଟ ୱିମେନ ଅଫ ଦ ପ୍ଲାନେଟ’ର ଆଖ୍ୟା ଦିଆଯାଇଛି । ମାଗାଜିନର କଭରପେଜରେ ପ୍ରିୟଙ୍କାଙ୍କ ବୋଲ୍ଡ ଅନ୍ଦାଜ ନଜର ଆସିଛି ।

 


ମାଗାଜିନ ତରଫରୁ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହା ସହିତ କ୍ୟାପ୍ସନ ଦିଆଯାଇଛିଯେ ପ୍ରିୟଙ୍କା ଖୁବ ଟ୍ୟାଲେଂଟେଡ ଏବଂ ସଚେତନ ସହିତ ସେ ଖୁବ ସୁନ୍ଦର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More