Only for Entertainment

ଥଣ୍ଡାରୁ ମୁକ୍ତି ପାଇଁ ଘରେ ରଖନ୍ତୁ ମିଶ୍ରି ।

youtube
35

ଥଣ୍ଡା ଦିନ ଆସିବା ମାତ୍ରେ ଅଧିକାଂଶ ସମୟରେ ଶରୀର ଅସୁସ୍ଥ ହୋଇଯାଏ । ବାୟୋଟିକ ନେବା ଅପେକ୍ଷା ଘରୋଇ ଉପାୟରେ ଏହାକୁ ଭଲ କରିବା ଖୁବ ଭଲ ।ଏହା ଦ୍ୱାରା ଇମ୍ୟୁନିଟି ପାୱାର ବଢିଯାଏ ।

ମିଶ୍ରି- ଦିନକୁ ଦୁଇ ଥର ମିଶ୍ରି ଖାଇବା ଦ୍ୱାରା କାଶରୁ ମୁକ୍ତି ମିଳେ । ଏହା ସହିତ ଏହା ଗଳା ପାଇଁ ମଧ୍ୟ ଖୁବ ଭଲ ।

ପାନ ମଧୁରୀ- ଏହା ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଖାଇବା ପରେ ଏହାକୁ ସାମାନ୍ୟ ଖାଆନ୍ତୁ । ଏହା ଦ୍ୱାରା ପେଟ ସମ୍ବଦ୍ଧୀୟ ସମସ୍ୟା ଦୂର ହୋଇଥାଏ ।ଏହାକୁ ଖାଇବା ଦ୍ୱାରା ଏସିଡିଟି ଏବଂ ଖରାପ ହଜମରୁ ମଧ୍ୟ ରକ୍ଷା ମିଳେ ।

ଆଣ୍ଠୁ ଗଣ୍ଠିରେ ଦରଜ ହେଉଥିଲେ ନଡ଼ିଆ ତେଲରେ କର୍ପୁର ମିଶାଇ ତରଳାନ୍ତୁ । ଥଣ୍ଡା ହେବାପରେ ଏହା ଦ୍ୱାରା ମସାଜ କରନ୍ତୁ ।

ଏଲୋଭେରା- ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇଁ ଏହାକୁ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More