Only for Entertainment

ରଶ୍ମିକା ମନ୍ଦାନା ‘ଘୁଙ୍ଗୁରୁ’ଗୀତରେ କଲେ ଜବରଦସ୍ତ ଡାନ୍ସ, ଭିଡିଓ ଦେଖି ହ୍ରିତିକ ରୋଶନ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ !

124

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରଶ୍ମିକା ମନ୍ଦାନା ବଲିଉଡ ଷ୍ଟାର ହ୍ରିତିକ ରୋଶନଙ୍କ ଫିଲ୍ମ ୱାର’ର ଗୀତ ଘୁଙ୍ଗରୁରେ ନିଜ କୋ-ଷ୍ଟାରଙ୍କ ସହ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓ ନିଜେ ରଶ୍ମିକା ଶେୟାର କରିଛନ୍ତି । ଯେଉଁଥିରେ ସେ ହ୍ରିତିକଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ଭିଡିଓ ଦେଖିବା ପରେ ହ୍ରିତିକ ରୋଶନ ରଶ୍ମିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More