Only for Entertainment

ସାମ୍ନାକୁ ଆସିଲା ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ଆତ୍ମହତ୍ୟା ପୂର୍ବ ଭିଡିଓ, ଦେଖନ୍ତୁ ।

DNAindia
0 171

ପୂର୍ବ ବର୍ଷ ଜୁଲାଇରେ ଇନ୍ଦର କୁମାରଙ୍କର ଅଚାନକ ମୃତ୍ୟୁ ବଲିଉଡ ଜଗତକୁ ଦୋହଲାଇ ଦେଇଥିଲା । ସଲମାନ ଖାନଙ୍କ କୋ-ଷ୍ଟାର ଭାବେ ଇନ୍ଦର କୁମାର ୨୮ଜୁଲାଇ ୨୦୧୭ରେ ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ମୃତ୍ୟୁର ୧ବର୍ଷ ପରେ ତାଙ୍କର ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଭିଡିଓ –

ଯାହା ଆପଣଙ୍କୁ ଚକିତ କରିଦେବ । ୪୪ବର୍ଷର ଇନ୍ଦର କୁମାର ଏହି ଭିଡିଓରେ ନିଜ ହାତରେ ଏକ ମଦ ବୋତଲ ଧରି ରଖିଛନ୍ତି । ଏହି ଭିଡିଓ ମୃତ୍ୟୁ ପୂର୍ବରୁ ବୋଲି ଜାଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More