Only for Entertainment

ପୁଲିସ ଘେରରେ ଫସିଲେ ଅରବାଜ, ସେପଟେ ଜମେଇକି ପାର୍ଟି କରୁଛନ୍ତି ମଲାଇକା ।

india today
0 79

ବ୍ରେକଅପ କିମ୍ବା ଛାଡପତ୍ର ପରେ ଜୀବନରେ ଆଗକୁ ବଢିବା କେହି ମଲାଇକା ଅରୋରାଙ୍କ ଠାରୁ ଶିଖନ୍ତୁ । ଗୋଟେ ପଟେ ତାଙ୍କର ପୂର୍ବ ସ୍ୱାମୀ କ୍ରାଇମବ୍ରାଂଚ ଘେରରେ, ଏବଂ ଅନ୍ୟପଟେ ଏ ସମସ୍ତ କଥାକୁ ନଜର ଅନ୍ଦାଜ କରି ଗର୍ଲଗ୍ୟାଙ୍ଗଙ୍କ ସହ ପାର୍ଟି ମନାଉଛନ୍ତି ମଲାଇକା ।


ସୋସିଆଲ ମିଡିଆରେ ମଲାଇକାଙ୍କର ଦୁଇଟି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ଅମୃତା ଅରୋଡା, କରୀନା କପୁର, କରିଷ୍ମା କପୁର ଏବଂ ମହୀପ କପୁରଙ୍କ ସହ ପାର୍ଟିରେ ନଜର ଆସିଛନ୍ତି । କରୀନା ଏବଂ ଅମୃତାଙ୍କ ସହ ଫୁଲ ଅନ ମସ୍ତିରେ ନଜର ଆସିଛନ୍ତି ମଲାଇକା । ତିନି ଜଣଙ୍କ ଅବସ୍ଥା ଦେଖି ଜଣା ପଡୁଛି ଯେ ଖୁବ ଜମେଇକି ଏମାନେ ପାର୍ଟି ମନାଇଛନ୍ତି ।


ଅସଲରେ ସମସ୍ତ ମହିଳା ଫିଲ୍ମ ‘ବୀରେ ଦି ୱେଡିଂ’ର ରିଲିଜର ପାର୍ଟିରେ ବ୍ୟସ୍ତ ଥିଲେ, ଯେଉଁଠାକୁ ପୁରୁଷ ମାନଙ୍କୁ ଆସିବାକୁ ବାରଣ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More